ବାସ୍ତୁ ; ଏହି ୨ଟି ଧଳା ଜିନିଷ ହାତରୁ ଖସିବା ଦେଇଥାଏ ଅଶୁଭ ସଙ୍କେତ..
ବାସ୍ତୁ ଅନୁସାରେ ରୋଷେଇ ଘରେ କିଛି ଜିନିଷ ହାତରୁ ଖସିବାକୁ ଅଶୁଭ କୁହାଯାଇଛି । ଲଗାତର ଏହି ଜିନିଷ ହାତରୁ ଖସିବା ଦ୍ୱାରା ଏହା ଖରାପ ସମୟ ଆସିବାର ସଙ୍କେତ ଦେଇଥାଏ । ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ । ଜାଣନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଜିନିଷ ହାତରୁ ଖସିବାକୁ ଅଶୁଭ ବୋଲି କୁହାଯାଏ। ଲୁଣ- ଲୁଣକୁ ଶୁଦ୍ଧତା ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।ଖାଦ୍ୟ ପ୍ରସ୍ତୁତି ସମୟରେ ହାତରୁ ବାରମ୍ବାର ଲୁଣ ଖସି … Continue reading ବାସ୍ତୁ ; ଏହି ୨ଟି ଧଳା ଜିନିଷ ହାତରୁ ଖସିବା ଦେଇଥାଏ ଅଶୁଭ ସଙ୍କେତ..
Copy and paste this URL into your WordPress site to embed
Copy and paste this code into your site to embed