ବିଶ୍ୱର ପାଞ୍ଚଟି ବୃହତ୍ତମ କୋଇଲା ଖଣି ମଧ୍ୟରୁ ଦୁଇଟି ଏବେ ଭାରତରେ

ଡେସ୍କ: WorldAtlas.com ଦ୍ୱାରା ପ୍ରକାଶିତ ବିଶ୍ୱର ୧୦ଟି ବୃହତ୍ତମ କୋଇଲା ଖଣି ତାଲିକାରେ ଛତିଶଗଡ଼ର କୋଲ୍ ଇଣ୍ଡିଆର ସହାୟକ ସଂସ୍ଥା ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏସ୍ଇସିଏଲ୍)ର ଗେଭରା ଓ କୁସମୁଣ୍ଡା କୋଇଲା ଖଣି ଦ୍ବିତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଛତିଶଗଡ଼ ରାଜ୍ୟର କୋରବା ଜିଲ୍ଲାରେ ଅବସ୍ଥିତ ଏହି ଦୁଇଟି ଖଣିରୁ ବାର୍ଷିକ ୧୦୦ ନିୟୁତ ଟନରୁ ଅଧିକ କୋଇଲା ଉତ୍ପାଦନ ହୋଇଥାଏ ଯାହା ଭାରତର ମୋଟ କୋଇଲା ଉତ୍ପାଦନର ପ୍ରାୟ ୧୦% … Continue reading ବିଶ୍ୱର ପାଞ୍ଚଟି ବୃହତ୍ତମ କୋଇଲା ଖଣି ମଧ୍ୟରୁ ଦୁଇଟି ଏବେ ଭାରତରେ