୨ ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତ

ନୂଆଦିଲ୍ଲୀ : ୨ ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତ । ନିର୍ବାଚନ ଆୟୁକ୍ତ ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବରିଷ୍ଠ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । କହିରଖୁଛୁ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ୨ ନୂଆ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ନେଇ ସରକାର ଯୋଜନା କରୁଥିଲେ । ସିଇସି ରାଜୀବ କୁମାରଙ୍କ ବ୍ୟତୀତ ଅନ୍ୟ ୨ … Continue reading ୨ ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତ