ଲାଗୁ ହେଲା ନୂଆ ଶୁଳ୍କ ; କ’ଣ ପଡିବ ପ୍ରଭାବ..

ନୂଆଦିଲ୍ଲୀ : ଭାରତରେ ବୁଧବାର ଅର୍ଥାତ୍‌ ଅଗଷ୍ଟ ୨୭ ତାରିଖରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲଗାଯାଇଥିବା ୫୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି। ଏହି ଶୁଳ୍କ ଲାଗୁ ହେବା ପରେ ଦେଶରେ ଏବେ ଅନେକ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିବ। ଶୁକ୍ଳ ଲାଗୁ ହେବା ପୂର୍ବରୁ ହିଁ ଏହାର ଅନେକ ପ୍ରଭାବ ଦେଖାଯାଇଛି। ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ଶୁଳ୍କ ୪୮ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଭାରତୀୟ ରପ୍ତାନୀକୁ ପ୍ରଭାବ ପକାଇଛି। ଶୁଳ୍କ … Continue reading ଲାଗୁ ହେଲା ନୂଆ ଶୁଳ୍କ ; କ’ଣ ପଡିବ ପ୍ରଭାବ..