ଟ୍ରକରେ ନିଆଁ, ଅଳ୍ପକେ ରକ୍ଷା ପାଇଲେ ଚାଳକ

ଆଠଗଡ/ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ଅଡାଳ ନିକଟରେ ଏକ ଟ୍ରକରେ ସର୍ଟସର୍କିଟ ହୋଇ ହଠାତ ନିଆଁ ଲାଗି ଯାଇଥିଲା । ସୂଚନା ପାଇ ଆଠଗଡ ଦମକଳ ବାହିନୀ ତୁରନ୍ତ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯିବାରୁ ରକ୍ଷା ପାଇଯାଇଛି । କେନ୍ଦୁଝର ଆଡୁ ଲୁହାପଥର ନେଇ ଦିନ ପ୍ରାୟ ୧.୩୦ ବେଳେ ପାରାଦୀପ ଆଡକୁ ଯାଉଥିବା ଉକ୍ତ ୧୨ ଚକିଆ ଟ୍ରକର କେବିନରେ … Continue reading ଟ୍ରକରେ ନିଆଁ, ଅଳ୍ପକେ ରକ୍ଷା ପାଇଲେ ଚାଳକ