ଟ୍ରକ- କାର ଧକ୍କା, ୨ ଆହତ

ସମ୍ବଲପୁର : ସ୍ଥାନୀୟ ଯୁଯୁମୁରା ତହସିଲ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥରେ ବୁଧବାର ଦିନ ସମୟରେ ଏକ କୋଇଲା ବୋଝେଇ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବାରୁ ୨ ଜଣ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ବଲପୁର ପଟରୁ ରେଢ଼ାଖୋଲ ଯାଉଥିବା କାର ସହିତ ଅପରପଟରୁ ଆସୁଥିବା କୋଇଲା ବୋଝେଇ ଟ୍ରକର ଧକ୍କା ହୋଇଥିଲା । ଫଳରେ କାରଟି ରାସ୍ତା ତଳକୁ ଖସି ଯାଇଥିବାବେଳେ ଟ୍ରକଟି ମଧ୍ୟ ରାସ୍ତା କଡରେ ଦୁର୍ଘଟଣାର … Continue reading ଟ୍ରକ- କାର ଧକ୍କା, ୨ ଆହତ