ଦେଖନ୍ତୁ ଭିଡିଓ; ଟ୍ରେନ୍‌ରେ ଖାଦ୍ୟ ଖାଇବା ପୂର୍ବରୁ.. ରେଳଧାରଣାରୁ ଗୋଟାଇ ଧୋଇଲେ ପ୍ଲେଟ୍‌, ଆଶ୍ଚର୍ଯ୍ୟ କରିବ କାରଣ

ନୂଆଦିଲ୍ଲୀ : ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଅନେକ ଲୋକେ ଖାଦ୍ୟ ଅର୍ଡର କରି ଥାନ୍ତି । ଟ୍ରେନ୍‌ ଭିତରେ ଥିବା ପ୍ୟାନ୍‌ଣ୍ଟ୍ରି ହେଉ କିମ୍ବା ଷ୍ଟେସନରେ ଥିବା ଦୋକାନରୁ ହେଉ । ନିକଟରେ ଟ୍ରେନ୍‌ରେ ବିକ୍ରି ହେଉଥିବା ଅନେକ ଖାଦ୍ୟର ଶୁଦ୍ଧତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିବା ସହ ଖାଦ୍ୟ ସହ ଜଡିତ ଅନେକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି । ନିକଟରେ ଟ୍ରେନ୍‌ରେ ମିଳୁଥିବା ଖାଦ୍ୟ ପ୍ୟାକେଟ୍‌ର ଏଭଳି ଏକ ଭିଡିଓ ଏବେ … Continue reading ଦେଖନ୍ତୁ ଭିଡିଓ; ଟ୍ରେନ୍‌ରେ ଖାଦ୍ୟ ଖାଇବା ପୂର୍ବରୁ.. ରେଳଧାରଣାରୁ ଗୋଟାଇ ଧୋଇଲେ ପ୍ଲେଟ୍‌, ଆଶ୍ଚର୍ଯ୍ୟ କରିବ କାରଣ