ଟ୍ରେନରେ ସିଟକୁ ନେଇ ଝଗଡା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପ୍ରତିଦିନ ଟ୍ରେନରେ ଅନେକ ଲୋକ ଯାତ୍ରା କରନ୍ତି । କିଏ କର୍ମକ୍ଷେତ୍ରକୁ ଯାଏ ତ କିଏ ନିଜ ଘରକୁ ଫେରିଥାଏ । ଅନେକ ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବାରେ ଟ୍ରେନ୍ ବଡ ଭୂମିକା ଗ୍ରହଣ କରିଥାଏ । ଟ୍ରେନରେ ଅନେକ ସ୍ମୃତି ମଧ୍ୟ ଗଢିଉଠିଥାଏ । କିଛି ଭଲ, ଆଉ କିଛି ଖରାପ । ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାର ଛାପ ଦେଖିବାକୁ ମିଳିଥାଏ । ନିକଟରେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ … Continue reading ଟ୍ରେନରେ ସିଟକୁ ନେଇ ଝଗଡା, ଭିଡିଓ ଭାଇରାଲ