‘ଏକାଧିକ ସିମ୍ ବ୍ୟବହାର କରୁଥିଲେ ଦେବାକୁ ହେବ ଶୁଳ୍କ’ ସମ୍ପୂର୍ଣ୍ଣ ମିଥ୍ୟା

ଡେସ୍କ: ଅନେକ ସମୟରେ ଜନସାଧାରଙ୍କୁ ମିଥ୍ୟା ସୂଚନା ଜରିଆରେ ବିଭ୍ରାନ୍ତ କରିବା ନୂଆ କଥା ନୁହେଁ। ସେମିତି ଏକ ସମ୍ବାଦ ଗତ ୨/୩ ଦିନ ହେବ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଯେଉଁମାନେ ୧ରୁ ଅଧିକ ସିମ ବ୍ୟବହାର କରୁଛନ୍ତି ଓ ସେଥିମଧ୍ୟରୁ ବହୁ ସମୟ ଧରି ରିଚାର୍ଜ କରୁନାହାନ୍ତି, ସେମାନଙ୍କୁ ଅଧିକ ଶୁଳ୍କ ଦେବାକୁ ପଡିବ ବୋଲି ଏକ ଖବର ଭାଇରଲ ହେବାରେ ଲାଗିଛି କିନ୍ତୁ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ – … Continue reading ‘ଏକାଧିକ ସିମ୍ ବ୍ୟବହାର କରୁଥିଲେ ଦେବାକୁ ହେବ ଶୁଳ୍କ’ ସମ୍ପୂର୍ଣ୍ଣ ମିଥ୍ୟା