କୋଡ଼ିଏ ଫୁଟ ତଳକୁ ଖସିଲା ଇଟା ବୋଝେଇ ଟ୍ରାକ୍ଟର, ୮ ଆହତ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୂତୁଡ଼ିଠାରେ ଚାଲିଥିବା ଏକ ନିର୍ମାଣକାମକୁ ଫୁଲବାଣୀଠାରୁ ଇଟା ନେଇ ଯାଉଥିବା ଟ୍ରାକ୍ଟର ପୁତୁଡ଼ିଠାରୁ ପ୍ରାୟ ଏକ କିଲୋମିଟର ପୂର୍ବରୁ ଭାରସାମ୍ୟ ହରାଇ ରାସ୍ତାରୁ କୋଡ଼ିଏ ଫୁଟ ତଳକୁ ଖସି ପଡ଼ିଛି । ଫଳରେ ଚାରି ମହିଳା ଶ୍ରମିକ ସମେତ ଆଠ ଜଣ ଶ୍ରମିକ ଆହତ ହୋଇଛନ୍ତି। ସ୍ଥାନୀୟ ଯୁବକଙ୍କ ଦ୍ଵାରା ଖବର ପାଇ ଫୁଲବାଣୀ ଦମକଳ ବାହିନୀ, ସଦର ପୁଲିସ, ଦୁଇଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର … Continue reading କୋଡ଼ିଏ ଫୁଟ ତଳକୁ ଖସିଲା ଇଟା ବୋଝେଇ ଟ୍ରାକ୍ଟର, ୮ ଆହତ