ବଜାରକୁ ଆସିଲା ଟୋୟୋଟା ଫର୍ଚ୍ୟୁନର ‘ଲିଡର’

ନୂଆଦିଲ୍ଲୀ : ଏସୟୁଭି ସେଗମେଣ୍ଟର ରାଜା କୁହାଯାଉଥିବା ଟୋୟୋଟା ଫର୍ଚ୍ୟୁନର ବିଲକୁଲ ନୂଆ ଅନ୍ଦାଜରେ ବଜାରକୁ ଆସିଛି । ଟୋୟୋଟା କିର୍ଲୋସ୍କର ମୋଟର ଆଜି ଭାରତୀୟ ବଜାରରେ ନୂଆ ଫର୍ଚ୍ୟୁନର ଲିଡର ଏଡିଶନର ବଜାର ପ୍ରବେଶ କରାଇଛି । ଏଥିରେ କମ୍ପାନୀ ସାମାନ୍ୟ କିଛି ପରିବର୍ତ୍ତନ କରିଛି ଯାହା ରେଗୁଲାର ମଡେଲ ଅପେକ୍ଷା ଅଧିକ ସୁନ୍ଦର ଲାଗୁଛି । ୨୦୨୫ ସୁଦ୍ଧା ୩୮ ପ୍ରତିଶତ ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡି Related Posts ଫ୍ଲାଇଓଭରରୁ ଡେଇଁଲେ ଯୁବତୀ … Continue reading ବଜାରକୁ ଆସିଲା ଟୋୟୋଟା ଫର୍ଚ୍ୟୁନର ‘ଲିଡର’