ଆଜିର ବଜେଟ ବିକଶିତ ଭାରତର ଢାଞ୍ଚା – ନୀତି ଆୟୋଗ

ଡେସ୍କ: ନୀତି ଆୟୋଗ ସଦସ୍ୟ ଡକ୍ଟର ଅରବିନ୍ଦ ବିରମାନି ଆଜି ଉପସ୍ଥାପିତ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ସରକାର ମଧ୍ୟବର୍ତ୍ତୀକାଳୀନ ବଜେଟରେ ବିକଶିତ ଭାରତର ଏକ ଡ୍ରାଫ୍ଟ ଉପସ୍ଥାପନ କରିଛନ୍ତି। ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସର ମୌଳିକ ମନ୍ତ୍ର ସହିତ ସରକାର ଏକ ସମାଵେଶୀ ସମାଜ ଗଠନର ପରିକଳ୍ପନା କରିଛନ୍ତି। ସେ କହିଛନ୍ତି ଯେ ଗତ କିଛି ବର୍ଷ ଧରି ସରକାର କ୍ରମାଗତ ଭାବରେ ପୁଞ୍ଜି ବ୍ୟୟ ବୃଦ୍ଧି କରିଛନ୍ତି। … Continue reading ଆଜିର ବଜେଟ ବିକଶିତ ଭାରତର ଢାଞ୍ଚା – ନୀତି ଆୟୋଗ