ଆଜି ପହିଲି ରଜ: ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର। ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକରେ ଆସିଛି ରଜ ପର୍ବ। ଆଷାଢର ପ୍ରଥମ ଜଳରେ ମାଟି ମା ହୋଇଛି ରଜସ୍ୱଳା। ଏଥିପାଇଁ ଏହିଦିନ କୃଷି କାର୍ଯ୍ୟ ନିଷେଧ କରାଯାଇଥାଏ। ୩ଦିନ ଧରି ପାଳିତ ହୋଇଥାଏ ଏହି ରଜ ପର୍ବ। ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ … Continue reading ଆଜି ପହିଲି ରଜ: ଉତ୍ସବମୁଖର ଗାଁଠୁ ସହର