ଆଜି ଦିଲ୍ଲୀ କ୍ୟାପିଟାଲ୍ସ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟକ୍କର

ବେଙ୍ଗାଲୁରୁ : ଆଇପିଏଲ ମହାସମର। ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ।ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଦୁଇ ଦଳକୁ ମ୍ୟାଚ କୌଣସି ମତେ ଜିତିବାକୁ ପଡ଼ିବ। ବିଶେଷକରି ଦିଲ୍ଲୀ ଅପେକ୍ଷା ବେଙ୍ଗାଲୁରୁ ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ । ଦିଲ୍ଲୀ କ୍ୟାପିଟାଲ୍ସ ୧୨ଟି ମ୍ୟାଚରୁ ୬ଟି ବିଜୟ ଓ ୬ଟି ପରାଜୟ ସହ ୧୨ ପଏଣ୍ଟ … Continue reading ଆଜି ଦିଲ୍ଲୀ କ୍ୟାପିଟାଲ୍ସ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟକ୍କର