କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ

ମେଷ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ଲାଭବାନ ହେବେ। ନୂତନ ଭୂମି କ୍ରୟ କରିପାରନ୍ତି। ମଙ୍ଗଳବାର ଓ ବୁଧବାର ନୂତନ ନିଯୁକ୍ତି ମିଳିପାରେ। ଆର୍ଥିକ ସମସ୍ୟା ଦୂରୀଭୂତ ହେବ। ଗୁରୁବାର ଓ ଶୁକ୍ରବାର ମଧ୍ୟମଫଳ ପ୍ରାପ୍ତ ହେବ। ଦୂର ଦେଶକୁ ଯାତ୍ରା କରିପାରନ୍ତି। ଶନିବାର ଅଯଥା ବିବାଦରେ ଛନ୍ଦି ହୋଇପଡ଼ିବେ। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁସାରେ ଫଳ ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ। ବୃଷ:ରବିବାର ଓ ସୋମବାର ମଧ୍ୟମ ଫଳ ପାଇବେ। … Continue reading କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ