www.samajalive.in
Sunday, December 7, 2025
26.1 C
Bhubaneswar

ଅବସାଦ ଦୂର କରିବାର ଉପାୟ

ନିକଟରେ ହୋଇଥିବା ସର୍ବେକ୍ଷଣରେ ଭାରତୀୟମାନେ ଶୀର୍ଷରେ ରହିଛନ୍ତି। ନରୱେ ଗବେଷକ ସଂଘ ବିଶ୍ବର ୫୭ଟି ରାଷ୍ଟ୍ରର ୫୫ହଜାରରୁ ଅଧିକ ଲୋକଙ୍କୁ ନେଇ ଏକ ଗବେଷଣା କରିଥିଲେ। ଏହି ଗବେଷଣାରେ ସଂଖ୍ୟାଧିକ ଭାରତୀୟ ମଧ୍ୟ ସାମିଲ ଥିଲେ। ରୋଚକ ତଥ୍ୟ ଯେ ଅନ୍ୟ ପ୍ରାନ୍ତ ତୁଳନାରେ ଅଧିକ ଈଶ୍ବରବିଶ୍ବାସୀ ଭାରତୀୟ ବର୍ଗ କମ୍ ଅବସାଦଗ୍ରସ୍ତ ହୋଇଥାନ୍ତି।

ସାଧାରଣତଃ ବୟସ ବଢ଼ିଲେ ଅବସାଦ ବଢ଼ିଥାଏ ବୋଲି ବିଶେଷଜ୍ଞଙ୍କ ମତ। ଭାରତୀୟ ବର୍ଗ ଈଶ୍ବରଙ୍କୁ ପ୍ରତି ମୁହୂର୍ତ୍ତରେ ସ୍ମରଣ କରିବା ସହ ପ୍ରାର୍ଥନା କରିଥାନ୍ତି। ପ୍ରାୟ ପ୍ରତ୍ୟେକ ହିନ୍ଦୁ ପରିବାରର ମହିଳାମାନେ ପୂଜାପାଠ କରିବା ସହ ପ୍ରାର୍ଥନା କରିବାରେ ଆଦୌ ହେଳା କରନ୍ତିନାହିଁ।

- Advertisement -

ଗବେଷକ ଦଳର ମୁଖ୍ୟ କହିଥିଲେ, ଏହି ଗବେଷଣା ସମୟରେ ସେ ଭାରତରେ ୬ ମାସ ଅତିବାହିତ କରିଥିଲେ। ଚେନ୍ନଇରେ ବସ୍ ଯାତ୍ରା କରୁଥିବା ସମୟରେ ଜଣେ ବୟସ୍କା ମହିଳା କିଛି ନ କହି ନିରବରେ ମନ୍ତ୍ର ଉଚ୍ଚାରଣ କରୁଥାନ୍ତି। ପ୍ରଥମେ ଗବେଷକ ଏହା ଜାଣିପାରିନଥିଲେ, ମହିଳାଜଣକ ଏପରି କାହିଁକି କରୁଛନ୍ତି ବୋଲି ବାରମ୍ବାର ତାଙ୍କ ମନରେ ପ୍ରଶ୍ନବାଚୀ ହେଉଥାଏ।

ଶେଷରେ ତାଙ୍କ ସନ୍ଦେହକୁ ପାଖରେ ବସିଥିବା ଜଣେ ସହଯାତ୍ରୀ ବୁଝିପାରି ଏହା ଭାରତୀୟଙ୍କ ଅନ୍ଧଶ୍ରଦ୍ଧା ବୋଲି କହିଥିଲେ। ନିୟମିତ ଭାବେ ପ୍ରାର୍ଥନା କରିବା ଦ୍ବାରା ମନ ଓ ଶରୀର ସୁସ୍ଥ ରହିଥାଏ। ଭାରତୀୟ ଯୁବପିଢ଼ି ମଧ୍ୟ ଈଶ୍ବରବିଶ୍ବାସୀ ବୋଲି ତଥ୍ୟରୁ ପ୍ରକାଶିତ। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଜାପାନ ଥିବାବେଳେ ତୃତୀୟରେ ଆମେରିକା ସ୍ଥାନିତ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories