ଦେଖନ୍ତୁ ଭୟଙ୍କର ଭିଡିଓ : ଜନବସତି ଭିତରେ ପଶି କେମିତି ଶିକାର କଲା ଚିତାବାଘ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ଭୟଭୀତ କରିବା ଭଳି ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ତାମିଲନାଡୁର କୋଏମ୍ବଟୁରରେ ଏକ ବାଘର। ଏକ ଘର ବାହାରେ ଚିତାବାଘ ଭୟଙ୍କର ଶୈଳୀରେ ଏକ କୁକୁଡାର କିଭଳି ଶିକାର କରୁଛି, ତାହା ଭିଡିଓରେ ଦେଖାଯାଉଛି। ଜନବସତି ଅଞ୍ଚଳରେ ବାଘ ପଶି ଏଭଳି ଶିକାର କରିବା ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଚିତାବାଘ ଦେଖାଯିବା ପରେ ବନ ବିଭାଗ ଉକ୍ତ … Continue reading ଦେଖନ୍ତୁ ଭୟଙ୍କର ଭିଡିଓ : ଜନବସତି ଭିତରେ ପଶି କେମିତି ଶିକାର କଲା ଚିତାବାଘ..