ଶସ୍ତାରେ ଇଲେକ୍ଟ୍ରିକ୍ ସ୍କୁଟର କିଣିବାର ସୁଯୋଗ ! ଦାମ୍ କମାଇଲା ଏହି କମ୍ପାନୀ

ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ଇଲେକ୍ଟ୍ରିକ୍ ଗାଡି ଆଡେ ଅଧିକ ଆଗଭର  ହେଉଛନ୍ତି । ଇଲେକ୍ଟ୍ରିକ୍ ଗାଡି ନିର୍ମାତାମାନେ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫର୍ ନେଇଆସୁଛନ୍ତି । ଯଦି ଆପଣ ମଧ୍ୟ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚାହୁଁଛନ୍ତି ଏବଂ ୧ ଲକ୍ଷ ଟଙ୍କାରୁ କମ୍ ଦାମର ଗାଡି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଉତ୍ତମ ଖବର । Related Posts ଆଜି ଫୁଲବାଣୀ ଆସିବେ ମୂଖ୍ୟମନ୍ତ୍ରୀ,… May 9, 2024 … Continue reading ଶସ୍ତାରେ ଇଲେକ୍ଟ୍ରିକ୍ ସ୍କୁଟର କିଣିବାର ସୁଯୋଗ ! ଦାମ୍ କମାଇଲା ଏହି କମ୍ପାନୀ