୮ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଚାଲିବ ଏହି ଇଲେକ୍ଟ୍ରିକ୍ ବାଇକ୍, ୮ ବର୍ଷର ଓ୍ବାରେଣ୍ଟି ଦେବ କମ୍ପାନୀ

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀ ଅଲ୍ଟ୍ରାଭାଓଲେଟ୍ ଅଟୋମେଟିଭ୍ ଏଫ୭୭ ଇଲେକ୍ଟ୍ରିକ୍ ମୋଟରସାଇକେଲର ବ୍ୟାଟେରୀ ଏବଂ ଡ୍ରାଇଭଟ୍ରେନ୍ ଉପରେ ଓ୍ବାରେଣ୍ଟି ଘୋଷଣା କରିଛି ।  ଏଣିକି ଅଲ୍ଟ୍ରାଭାଓଲେଟ୍ ଏଫ୭୭ ୮ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ବୈଶିକ ଓ୍ବାରେଣ୍ଟି ସହିତ ଉପଲବ୍ଧ ହେବ । ନୂଆ ଓ୍ବାରେଣ୍ଟି ୩ ମଡେଲ ଯଥା ୟୁଭି କେୟାର, ୟୁଭି କେୟାର ପ୍ଲସ୍ ଏବଂ ୟୁଭି କେୟାର ମ୍ୟାକ୍ସରେ ଉପଲବ୍ଧ ହେବ । ଗାଡ଼ି ପାଇଁ ପ୍ରଦୂଷଣ ପ୍ରମାଣପତ୍ର … Continue reading ୮ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଚାଲିବ ଏହି ଇଲେକ୍ଟ୍ରିକ୍ ବାଇକ୍, ୮ ବର୍ଷର ଓ୍ବାରେଣ୍ଟି ଦେବ କମ୍ପାନୀ