ଏସି ସହ ଏହି ଭୁଲ୍ କରୁଥିଲେ ; ଦେବାକୁ ପଡିଥାଏ ମୋଟା ଅଙ୍କର ବିଜୁଳି ବିଲ୍..

ରାଜ୍ୟ ସହ ସାରା ଦେଶରେ ଖରା,ଗରମରେ ସଭିଏଁ ଛଟପଟ୍ ହେଉଛନ୍ତି। ଏହି ଖରା, ଗରମ କାରଣରୁ ଅଧିକାଂଶ ଲୋକେ ଏସି ଉପରେ ହିଁ ନିର୍ଭର କରି ଥାଆନ୍ତି। ଏସି ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷ କିଛି ଏଭଳି ଭୁଲ୍ କରି ଥାଆନ୍ତି, ଯାହା ଦ୍ୱାରା ଅନେକ କ୍ଷତିର ସାମ୍ନା କରିବାକୁ ପଡିଥାଏ। କେବଳ ଏତିକି ନୁହେଁ ଏହି ଭୁଲ୍ କାରଣରୁ ମୋଟା ଅଙ୍କର ବିଜୁଳି ବିଲ୍ ଦେବାକୁ ପଡିଥାଏ। ଏସି ବ୍ୟବହାରକାରୀ ଆରାମ ଓ ଅଧିକ ଥଣ୍ଡା … Continue reading ଏସି ସହ ଏହି ଭୁଲ୍ କରୁଥିଲେ ; ଦେବାକୁ ପଡିଥାଏ ମୋଟା ଅଙ୍କର ବିଜୁଳି ବିଲ୍..