ଭାରତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନାହିଁ ଆଇନଗତ ସୁରକ୍ଷା

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସମ୍ବିଧାନର ଧାରା ୩୬୧ ଅନୁଯାୟୀ ଆଇନଗତ ସୁରକ୍ଷା ମିଳିଥାଏ। ଅର୍ଥାତ୍ କୌଣସି ବ୍ୟକ୍ତିବିଶେଷ ରାଷ୍ଟ୍ରପତି, ରାଜ୍ୟପାଳ କିମ୍ବା ଉପରାଜ୍ୟପାଳ ପଦରେ ଥିବା ସମୟରେ ସେମାନଙ୍କ ବିରୋଧରେ କୌଣସି ପ୍ରକାର ଫୌଜଦାରୀ କିମ୍ବା ଦୌୱାନୀ ମାମଲା ଅଦାଲତରେ ରୁଜୁ କିମ୍ବା ଚାଲୁ କରାଯାଇପାରିବ ନାହିଁ। ଏପରି କି ସମ୍ପୃକ୍ତ ବ୍ୟକ୍ତିବିଶେଷ ଯଦି ଅତୀତରେ କୌଣସି ଅପରାଧରେ ଅଭିଯୁକ୍ତ ଥାଆନ୍ତି ତେବେ … Continue reading ଭାରତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନାହିଁ ଆଇନଗତ ସୁରକ୍ଷା