ରତ୍ନଭଣ୍ଡାର ଗଣତି ଓ ମଣତି ପାଇଁ ପ୍ରସ୍ତୁତ ହେବ ଏସଓପି-ଜଷ୍ଟିସ ରଥ

ଭୁବନେଶ୍ବର: ଏଇ ରଥଯାତ୍ରା ସମୟରେ ନା ନୀଳାଦ୍ରି ବିଜେ ଖୋଲିବ ରତ୍ନଭଣ୍ଡାର। ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ଜଣିଆ କମିଟି ଗଠନ କରାଯାଇଛି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ଗଠିତ ହୋଇଥିବା ୧୬ଜଣିଆ କମିଟିର ଅଧ୍ୟକ୍ଷ ରହିଛନ୍ତି। ଶନିବାର ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ବସିବ। ଏହା ପୂର୍ବରୁ ଅର୍ଥାତ … Continue reading ରତ୍ନଭଣ୍ଡାର ଗଣତି ଓ ମଣତି ପାଇଁ ପ୍ରସ୍ତୁତ ହେବ ଏସଓପି-ଜଷ୍ଟିସ ରଥ