ବଢ଼ିଲା ମାହାଙ୍ଗା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା

ଡେସ୍କ: ହାଇକୋର୍ଟ ଆଜି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି। ଏହି ସୁରକ୍ଷା ମିଆଦ ଫେବୃଆରୀ ୧୩ ଯାଏଁ ବୃଦ୍ଧି କରିଛନ୍ତି ହାଇକୋର୍ଟ। ଫଳରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ପୂର୍ବରୁ ଗତବର୍ଷ ଡିସେମ୍ବର ୧୯ରେ ହାଇକୋର୍ଟ ଏହି ଅବଧି ଚଳିତ ବର୍ଷ ଜାନୁଆରୀ ୧୭ ଯାଏଁ ବୃଦ୍ଧି କରିଥିଲେ। ପୂର୍ବରୁ ସାଲେପୁର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ପୂର୍ବତନ ଆଇନ … Continue reading ବଢ଼ିଲା ମାହାଙ୍ଗା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା