ଆଇନଷ୍ଟାଇନ୍‌‌ ଯାହାକୁ ନିଜର ସବୁଠାରୁ ବଡ ଭୁଲ କହିଥିଲେ, ତାହା ଭୁଲ ନଥିଲା . . .

ସମାଜ ଡିଜିଟାଲ ଡେସ୍କ: ଆଲବର୍ଟ ଆଇନଷ୍ଟାଇନ ଦୁନିଆର ସର୍ବଶ୍ରେଷ୍ଠ ପଦାର୍ଥ ବିଜ୍ଞାନୀ। ପଦାର୍ଥ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲେ। ଏଥିପାଇଁ ତାଙ୍କୁ ଆଧୁନିକ ପଦାର୍ଥ ବିଜ୍ଞାନର ଜନକ କୁହାଯାଏ। ଆପେକ୍ଷିକ ତତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ ପାଇଁ ସେ ସବୁଠୁ ଅଧିକ ଜଣାଶୁଣା। ତାଙ୍କର ବୁଦ୍ଧି ସାଧାରଣ ବ୍ୟକ୍ତି କିମ୍ବା ବୈଜ୍ଞାନିକଙ୍କ ତୁଳନାରେ ବହୁତ ଅଧିକ ବିବେଚନା କରାଯାଉଥିଲା। କିନ୍ତୁ ଏପରି ନୁହେଁ ଯେ ମଣିଷ ଭାବେ ସେ କୌଣସି ଭୁଲ କରିନାହାଁନ୍ତି। ସେ ବୈଜ୍ଞାନିକ … Continue reading ଆଇନଷ୍ଟାଇନ୍‌‌ ଯାହାକୁ ନିଜର ସବୁଠାରୁ ବଡ ଭୁଲ କହିଥିଲେ, ତାହା ଭୁଲ ନଥିଲା . . .