ତାମିଲ, କନ୍ନଡ ପରେ ହିନ୍ଦୀରେ ଏହି ଦିନ ରିଲିଜ୍‌ ହେବ ତଙ୍ଗଲାନ,କରିବ ଜବରଦସ୍ତ ଧମାକା..

ମୁମ୍ବଇ : ନିର୍ଦ୍ଦେଶକ ପା ରଞ୍ଜିତଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଉଥ୍‌ ଫିଲ୍ମ ‘ତଙ୍ଗଲାନ’ ଅଗଷ୍ଟ ୧୫ରେ ତାମିଲ, କନ୍ନଡ,ମାଲାୟାଲମ୍ ଆଦି ଭାଷାରେ ରିଲିଜ୍‌ ହେବା ପରେ ଏବେ ହିନ୍ଦୀରେ ୩୦ ଅଗଷ୍ଟରେ ରିଲିଜ୍‌ ହେବାକୁ ଯାଉଛି । ସାଉଥ୍‌ ସୁପରଷ୍ଟାର ଚିଆନ୍‌ ବିକ୍ରମ, ମାଲବିକା ମୋହନନ୍‌ ଏବଂ ପାର୍ବତୀ ଥିରୁଭୋଥୁଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ତଙ୍ଗଲାନ୍‌ ରିଲିଜ୍‌ ହୋଇ ସାରିଛି। View this post on Instagram A post shared by Studio Green (@studiogreen_official) … Continue reading ତାମିଲ, କନ୍ନଡ ପରେ ହିନ୍ଦୀରେ ଏହି ଦିନ ରିଲିଜ୍‌ ହେବ ତଙ୍ଗଲାନ,କରିବ ଜବରଦସ୍ତ ଧମାକା..