ଭାରତ ପାଇଁ କାର୍ ଉତ୍ପାଦନ କରିବ ଟେସଲା, ବର୍ଷ ଶେଷ ସୁଦ୍ଧା ହେବ ବଜାର ପ୍ରବେଶ

ନୂଆଦିଲ୍ଲୀ : ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ଟେସଲା ଗିଗାଫ୍ୟାକ୍ଟ୍ରି ବର୍ଲିନରେ ଭାରତ ପାଇଁ ରାଇଟ-ହ୍ୟାଣ୍ଡ୍ ଡ୍ରାଇଭ୍ କାରର ପ୍ରଡକ୍ସନ ଆରମ୍ଭ କରିଦେଇଛି । କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶକୁ କାର୍ ଆଣିପାରେ । ପୂର୍ବରୁ ଖବର ଆସୁଥିଲା କି ଟେସଲା ଏପ୍ରିଲ ମାସରେ ଭାରତକୁ ଏକ ଟିମ୍ ପଠାଇବ ଯାହା ଦେଶରେ ୨-୩ ବିଲିୟନ୍ (୧୬ ହଜାର କୋଟି ଟଙ୍କାରୁ ୨୫ ହଜାର କୋଟି)ର ଇଲେକ୍ଟ୍ରିକ୍ କାର ନିର୍ମାଣ ପ୍ଲାଣ୍ଟ … Continue reading ଭାରତ ପାଇଁ କାର୍ ଉତ୍ପାଦନ କରିବ ଟେସଲା, ବର୍ଷ ଶେଷ ସୁଦ୍ଧା ହେବ ବଜାର ପ୍ରବେଶ