କୌଣସି ପ୍ରକାର ଆତଙ୍କବାଦ ଓ ଏହାର ରୂପରେଖ ଅକ୍ଷମଣୀୟ – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: କୌଣସି ପ୍ରକାର ଆତଙ୍କବାଦ କିମ୍ବା ଏହାର ରୂପକୁ ଯୁକ୍ତିଯୁକ୍ତ ବୋଲି ପ୍ରମାଣ କରାଯାଇ ପାରିବ ନାହିଁ କିମ୍ବା କ୍ଷମା କରାଯାଇପାରିବ ନାହିଁ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା, ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଉଥିବା ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକୁ ଅନ୍ତର୍ଜାତୀୟ ସମୁଦାୟ ଅଲଗା କରି ଲୋକଲୋଚନକୁ ଆଣିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କାଜାଖସ୍ତାନର ଅସ୍ତାନାଠାରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର … Continue reading କୌଣସି ପ୍ରକାର ଆତଙ୍କବାଦ ଓ ଏହାର ରୂପରେଖ ଅକ୍ଷମଣୀୟ – ପ୍ରଧାନମନ୍ତ୍ରୀ ମୋଦୀ