www.samajalive.in
Tuesday, December 9, 2025
15.1 C
Bhubaneswar

ହାଇ ଆଲର୍ଟ; ତାମିଲନାଡୁରେ ଲସ୍କର ଆତଙ୍କୀ

କୋଏମ୍ୱାଟୁର: ଲସ୍କର-ଏ-ତୋଏବାର ୬ ଜଣ ଆତଙ୍କବାଦୀ ତାମିଲନାଡୁରେ ପ୍ରବେଶ କରିଥିବା ନେଇ ଗୋଇନ୍ଦା ବିଭାଗରୁ ସୂଚନା ମିଳିଲା ପରେ ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ସମୁଦ୍ର ପଥ ଦେଇ ଶ୍ରୀଲଙ୍କାରୁ ୬ ଜଣ ଆତଙ୍କବାଦୀ କୋଏମ୍ୱାଟୁର ସମେତ ଅନ୍ୟ ସହରରେ ପ୍ରବେଶ କରିଛନ୍ତି। ରାଜ୍ୟରେ ଥିବା ବିମାନବନ୍ଦର ରେଳ ଷ୍ଟେସନ, ବସ ଷ୍ଟାଣ୍ଟ ଏବଂ ପୂଜାସ୍ଥଳୀ ସମେତ ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲା ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories