www.samajalive.in
Tuesday, December 9, 2025
19.1 C
Bhubaneswar

ମା’ଭଟ୍ଟାରିକା ଓ ସିଂହନାଥ ପୀଠରୁ ହଟିଲା ୧୪୪ ଧାରା

ନରସିଂହପୁର : ମା’ଭଟ୍ଟାରିକା ଓ ସିଂହନାଥ ପୀଠରୁ ଶୁକ୍ରବାର ୧୪୪ ଧାରା ହଟିଛି। ମହାନଦୀ ଜଳସ୍ତର ହ୍ରାସ ପରେ ୧୪୪ ଧାରା ହଟିଛି।
ସୂଚନା ଯୋଗ୍ୟ, ଲଗାଣ ବର୍ଷା ପ୍ରଭାବରେ ବଡ଼ମ୍ବାର ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପାଣି ପଶି ଯାଇଥିଲା। ମନ୍ଦିର ବେଢା ସହିତ ଗର୍ଭଗୃହରେ ମଧ୍ୟ ଲହଡ଼ି ଖେଳୁଥିଲା ବନ୍ୟାଜଳ । ତେବେ ଏଭଳି ଏକ ପରିସ୍ଥିତି ପରେ ଅଗଷ୍ଟ ୩ ତାରିଖରେ ମା’ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଥିଲା। ବଡ଼ମ୍ବା ତହସିଲଦାର ଏହି କଟକଣା ଜାରି କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories