ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟିମ୍‌ ; ଶୁବମନ୍‌ ଗିଲ୍‌ ନୂଆ ଟେଷ୍ଟ ଟିମ୍‌ ଅଧିନାୟକ

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପାଇଁ ମେ’ ୨୪ ଅର୍ଥାତ୍‌ ଶନିବାର ଘୋଷଣା ହୋଇଛି ଭାରତୀୟ ଟିମ୍‌ । ଦଳ ଘୋଷଣା ପୂର୍ବରୁ ବିସିସିଆଇର ଅଧିକାରୀଙ୍କ ଏକ ବୈଠକ କରାଯାଇଛି । ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଶୁବମନ ଗିଲ୍‌ଙ୍କୁ ନୂତନ ଟେଷ୍ଟ ଅଧିନାୟକ ଭାବରେ ମନୋନୀତ କରାଯାଇଛି। ରିଷଭ ପନ୍ତ ଟେଷ୍ଟରେ ନୂତନ ଉପ-ଅଧିନାୟକ ହୋଇଛନ୍ତି। ୧୮ ଜଣିଆ ଟେଷ୍ଟ ଟିମ୍‌ ଘୋଷଣା କରିଛି ବିସିସିଆଇ । ଜୟସ୍ୱାଲ, କେ.ଏଲ୍‌ ରାହୁଲ, … Continue reading ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟିମ୍‌ ; ଶୁବମନ୍‌ ଗିଲ୍‌ ନୂଆ ଟେଷ୍ଟ ଟିମ୍‌ ଅଧିନାୟକ