ବିବାହ ନ କଲେ ବାହାରକୁ ଯିବା ମନା – ମହିଳାଙ୍କ ଉପରେ ତାଲିବାନୀ କଟକଣା

ଡେସ୍କ: ଜାତିସଂଘ କହିଛି ଯେ ତାଲିବାନ, ଆଫଗାନିସ୍ତାନର ଅବିବାହିତ କିମ୍ବା ପୁରୁଷ ଅଭିଭାବକ ନ ଥିବା ମହିଳାଙ୍କ କାର୍ଯ୍ୟକ୍ଷେତ୍ର, ଯାତ୍ରା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜାତିସଂଘର ରିପୋର୍ଟ ଅନୁଯାୟୀ, ଅବିବାହିତ ଆଫଗାନିସ୍ତାନ ମହିଳାଙ୍କ ଉପରେ ତାଲିବାନ କଟକଣା ଜାରି କରୁଛି। ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ଘଟଣାରେ ମନ୍ତ୍ରଣାଳୟର ଅଧିକାରୀମାନେ ଯଦି ଜଣେ ମହିଳାଙ୍କୁ ସ୍ୱାସ୍ଥ୍ୟ ସେବାରେ ଚାକିରି ଜାରି ରଖିବାକୁ ଚାହାନ୍ତି ତେବେ ତାଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଛନ୍ତି। ଜାଣନ୍ତୁ … Continue reading ବିବାହ ନ କଲେ ବାହାରକୁ ଯିବା ମନା – ମହିଳାଙ୍କ ଉପରେ ତାଲିବାନୀ କଟକଣା