www.samajalive.in
Sunday, December 7, 2025
26.1 C
Bhubaneswar

କୋହଲିଙ୍କୁ ସ୍ଵତନ୍ତ୍ର ଅନୁରୋଧ କଲେ ତାଲିବାନ ନେତା

ସମାଜ ଡିଜିଟାଲ ଡେସ୍କ: ଟିମ ଇଣ୍ଡିଆର ପ୍ରମୁଖ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହାକୁ ନେଇ ପ୍ରଶଂସକମାନେ ମଧ୍ୟରେ ନିରାଶ ହୋଇପଡ଼ିଛନ୍ତି। ଅନେକ ପ୍ରଶଂସକ ଉଭୟ ଖେଳାଳିଙ୍କୁ ନିଷ୍ପତ୍ତି ପ୍ରତ୍ୟାହାର କରିବା ଲାଗି ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ତାଲିକାରେ ଆଶ୍ଚର୍ଯ୍ୟଜନକ ଭାବେ ଯୋଡ଼ି ହୋଇଛନ୍ତି ଆଉଜ​‌ଣେ ବ୍ୟକ୍ତି। ତେବେ ସେ କୌଣସି ସାଧାରଣ ପ୍ରଶଂସକ ନୁହନ୍ତି, ବରଂ ତାଲିବାନ ନେତା ଅନସ ହକ୍କାନି।

ଶୁଭଙ୍କର ମିଶ୍ରଙ୍କ ପଡକାଷ୍ଟରେ ହକ୍କାନୀ କହିଛନ୍ତି, ରୋହିତଙ୍କ ଅବସର ଯୁକ୍ତିଯୁକ୍ତ। କିନ୍ତୁ କୋହଲିଙ୍କ ନିଷ୍ପତ୍ତିରେ ସେ ସହମତ ନୁହନ୍ତି। ତାଙ୍କ ଅବସର ସମୟ ଆସିନାହିଁ। ଏପରି କି ହକ୍କାନୀ କୋହଲିଙ୍କୁ ୫୦ ବର୍ଷ ପର୍ଯ୍ୟନ୍ତ ଖେଳ ଜାରି ରଖିବାକୁ ଅନୁରୋଧ କରିଥିଲେ।

- Advertisement -

ହକ୍କାନୀ କହିଛନ୍ତି ଯେ, କୋହଲି ବୋଧହୁଏ ଭାରତୀୟ ଗଣମାଧ୍ୟମର ସମାଲୋଚନା ଚାପରେ ବିରକ୍ତ ହୋଇ ଅବସର ନେଇଛନ୍ତି। କିନ୍ତୁ ତାଙ୍କ ନିକଟରେ ପର୍ଯ୍ୟାପ୍ତ ସମୟ ଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories