ମହିଳାଙ୍କୁ ସର୍ବସାଧାରଣରେ ଚାବୁକ ମାଡ, ପଥରରେ ଛେଚି ହତ୍ୟା କରାଯିବ: ଆଫଗାନିସ୍ତାନରେ ତାଲିବାନର ନୂଆ ଆଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନକୁ ଫେରିବା ପରେ ସବୁଠାରୁ ବଡ ଡର ଥିଲା ଯେ ଦେଶ ଅନ୍ଧକାର ଯୁଗକୁ ପୁଣି ଥରେ ଫେରିବ। ମହିଳାଙ୍କ ଉପରେ ଅତ୍ୟାଚାର ବଢିବ। ବର୍ତ୍ତମାନ ଏହା ବାସ୍ତବରେ ସତ୍ୟ ହେବାରେ ଲାଗିଛି। ନିକଟରେ ତାଲିବାନର ସୁପ୍ରିମୋ ମୁଲ୍ଲା ହିବତୁଲ୍ଲା ଅଖୁନ୍ଦଯାଦା ଘୋଷଣା କରିଛନ୍ତି ଯେ ଆଫଗାନିସ୍ତାନର ବ୍ୟଭିଚାରରେ ଲିପ୍ତ ଥିବା ମହିଳାଙ୍କୁ ସର୍ବସାଧାରଣରେ ଚାବୁକ ମାଡ ମାରାଯିବ ଏବଂ ପଥରରେ ଛେଚି ହତ୍ୟା କରାଯିବ। ଏହାସହିତ ତାଲିବାନ ସୁପ୍ରିମୋ ପଶ୍ଚିମ ଲୋକତନ୍ତ୍ର ବିରୋଧରେ … Continue reading ମହିଳାଙ୍କୁ ସର୍ବସାଧାରଣରେ ଚାବୁକ ମାଡ, ପଥରରେ ଛେଚି ହତ୍ୟା କରାଯିବ: ଆଫଗାନିସ୍ତାନରେ ତାଲିବାନର ନୂଆ ଆଦେଶ