ବାର ଅନୁଯାୟୀ ସ୍ନାନ ଜଳରେ ମିଶାଇଲେ ଏହି ଜିନିଷ ବଦଳିଯିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଅନୁସାରେ ଗାଧୋଇବା ସମୟରେ ପାଣିରେ କିଛି ଜିନିଷ ମିଶାଇ ସ୍ନାନ କଲେ ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ । ବିଶେଷ କରି ବାର ଅନୁଯାୟୀ ସ୍ନାନ ଜଳରେ କିଛି ସ୍ୱତନ୍ତ୍ର ଜିନିଷ ମିଶାଇ ସ୍ନାନ କଲେ ଗ୍ରହ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ । ସୋମବାର – ସ୍ନାନ ଜଳରେ ଅଳ୍ପ କିଛି ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ । ମଙ୍ଗଳବାର- ହଳଦୀ କିମ୍ବା ଚନ୍ଦନ ଗୁଣ୍ଡ ମିଶାଇ … Continue reading ବାର ଅନୁଯାୟୀ ସ୍ନାନ ଜଳରେ ମିଶାଇଲେ ଏହି ଜିନିଷ ବଦଳିଯିବ ଭାଗ୍ୟ