ବସ୍ରୁ ପଡି ଛାତ୍ରୀ ଗୁରୁତର SamajDigital (LS) Apr 22, 2025 କଣ୍ଟାବାଞ୍ଜି: ବସ୍ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ଆଜି ବସ୍ ରୁ ଛିଟକି ପଡି ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀଙ୍କ… Read More...