Browsing Tag

gujarat

ଗୁଜରାଟରେ ଅଘଟଣ: ଲୁଣ କାରଖାନା କାନ୍ଥ ଭୁଶୁଡ଼ି ୧୨ ମୃତ, ୧୮ ଗୁରୁତର

ମୋରବି: ଗୁଜରାଟର ମୋରବି ଜିଲାରେ ବୁଧବାର ଘଟିଛି ଏକ ବଡ଼ ଅଘଟଣ। ହଲବଡର ଜିଆଇଡିସି ସ୍ଥିତ ସାଗର ସଲ୍ଟ ନାମକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ି ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହିତ ୧୫ରୁ…
Read More...

ଗୁଜରାଟ ଏଟିଏସକୁ ବଡ଼ ସଫଳତା; ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତ ଗିରଫ

ଅହମଦାବାଦ: ମୁମ୍ବାଇରେ ୧୯୯୩ ମସିହାରେ ହୋଇଥିବା ସିରିଏଲ ବିସ୍ଫୋରଣ ମାମଲାରେ ଗୁଜରାଟ ଏଟିଏସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ଅବୁ ବକର, ୟୁସୁଫ ଭଟାକା, ଶୋଏବ ବାବା ଓ ସୈୟଦ କୁରେଶୀ। …
Read More...

ସର୍ଦ୍ଦାର ପଟେଲ ହେଉଛନ୍ତି ପ୍ରେରଣାର ଉତ୍ସ: ଶାହ

ଗାନ୍ଧିନଗର: ସାରା ଦେଶରେ ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି। ଗୁଜରାଟର କାଭେଡିଆଠାରେ ପ୍ରତିଷ୍ଠା କରାଯାଇଥିବା ବିଶ୍ୱର ସର୍ବୋଚ୍ଚ ଏକତାର ପ୍ରତିମୂର୍ତ୍ତି ନିକଟରେ…
Read More...

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ଭୂପେନ୍ଦ୍ର ପଟେଲ। ସୋମବାର ଗୁଜରାଟ ଗାନ୍ଧିନଗର ସ୍ଥିତ ରାଜଭବନରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ୧୭ତମ…
Read More...

ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ ; ତାଉ-ତେର କରିବେ ସମୀକ୍ଷା

ଗୁଜରାଟ : ବାତ୍ୟା ତାଉ-ତେ ପାଇଁ ଗୁଜରାଟରେ ହୋଇଥିବା ଧନଜୀବନ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଭାବନଗର ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ…
Read More...

ଜାମ୍‌ନଗରଠାରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରିବ ରିଲାଏନ୍ସ ଫାଉଣ୍ଡେସନ୍‌

ଗୁଜରାଟ: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି। ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା…
Read More...

୪ ରାଜ୍ୟରେ ଦୁଇ ଦିନିଆ କରୋନା ଟୀକାକରଣର ଅଭ୍ୟାସ

ନୂଆଦିଲ୍ଲୀ :   ଆନ୍ଧ୍ରପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଆସାମରେ ଆଜିଠାରୁ କରୋନା ଭୂତାଣୁ ଟୀକାକରଣର ଅଭ୍ୟାସ ଆରମ୍ଭ  କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଆଗକୁ ହେବାକୁଥିବା କରୋନା ଟୀକାକରଣ ସମୟରେ ବିଭିନ୍ନ ଆହ୍ୱାନର…
Read More...

ୟୁଏଇ ଏବଂ ସିଙ୍ଗାପୁର ଭଳି ଭାରତରେ ନିର୍ମାଣ ହେବ ୭୦ ମହଲା ବିଶିଷ୍ଟ ଅଟ୍ଟାଳିକା, ଏହି ରାଜ୍ୟକୁ ମିଳିଛି ଅନୁମତି

ନୂଆଦିଲ୍ଲୀ : ୟୁଏଇ ଏବଂ ସିଙ୍ଗାପୁର ସହରର ବଡ ବଡ ଅଟ୍ଟାଳିକା ଉପରେ ସମସ୍ତଙ୍କ ଆଖି କିଛି ସମୟ ପାଇଁ ଅଟକିଯାଏ। ଲୋକମାନେ ଏହିପରି ଅଟ୍ଟାଳିକା ଦେଖିବାକୁ ବିଦେଶ ଯିବାକୁ ଇଚ୍ଛା କରନ୍ତି। କିନ୍ତୁ ଏବେ ସେଭଳି ଅଟ୍ଟାଳିକା…
Read More...

ମଦଠୁ ବଳିଗଲା ତମାଖୁ ବେପାର ; ସୁରଟରେ ତମାଖୁ ଦୋକାନ ଆଗରେ ଲମ୍ୱା ଲାଇନ

ଅହମଦାବାଦ : ଗୁଜୁରାଟରେ ନୂତନ ଲକଡାଉନ୍ ଗାଇଡଲାଇନରେ ସାଧାରଣ ଲୋକଙ୍କ ଅନେକ କାର୍ଯ୍ୟରେ କଟକଣା ମୁକ୍ତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ରାଜ୍ୟରେ ରେଡ୍ ଜୋନ୍, ଗ୍ରୀନ୍ ଜୋନ୍ ଏବଂ ଅରେଞ୍ଜ…
Read More...

ମୋଦୀ ସରକାରଙ୍କ ଲକ୍ଷ୍ୟ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ – ଡକ୍ଟର ହର୍ଷବର୍ଦ୍ଧନ

ଗୁଜରାଟ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତକାଲି ଭାରତରେ ସ୍ୱାସ୍ଥ୍ୟସେବା ସଂପର୍କିତ ଷଷ୍ଠ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ୍‍ କରିଛନ୍ତି। ଗୁଜରାଟର ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରରେ ଏହି…
Read More...