ସିଡନୀର ଏକ ମଲରେ ଛୁରା ମାଡ଼, ୬ ମୃତ ଆଶଙ୍କା

ଡେସ୍କ: ଅଷ୍ଟ୍ରେଲିଆର ସିଡନୀରେ ଥିବା ଏକ ବ୍ୟସ୍ତ ବହୁଳ ସପିଂ ସେଣ୍ଟରରେ ଅନେକ ଲୋକଙ୍କୁ ଛୁରା ମାଡ଼ କରାଯିବା ପରେ ଶତାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଅପରାଧୀଙ୍କୁ ପୁଲିସ ଗୁଳି କରି ହତ୍ୟା କରିଛି। ପୁଲିସ ବର୍ତ୍ତମାନ ପାଇଁ ମଲକୁ ବନ୍ଦ କରି ଦେଇଛି ଏବଂ ଲୋକଙ୍କୁ ପ୍ରଭାବିତ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଅପରାଧୀଙ୍କ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ … Continue reading ସିଡନୀର ଏକ ମଲରେ ଛୁରା ମାଡ଼, ୬ ମୃତ ଆଶଙ୍କା