୫୦ ବର୍ଷ ପରେ ଏହି ଦିନ ସବୁଠାରୁ ବଡ ସୂର୍ଯ୍ୟପରାଗ : କେଉଁ ରାଶି ପାଇଁ କେତେ ଶୁଭ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗର କିଛି ସ୍ୱତନ୍ତ୍ର କାରଣରୁ ଖାସ୍‌‌ ହେବାକୁ ଯାଉଛି। ପଞ୍ଜିକା ଅନୁଯାୟୀ, ଏହି ପରାଗ ଚୈତ ମାସର ଅମାବାସ୍ୟା ଦିନ ହେବାକୁ ଯାଉଛି। ଏହା ଏକ ଖାସ୍‌‌ ସୂର୍ଯ୍ୟ ପରାଗ। ଏହି ପରାଗ ସେହି ସମୟରେ ହୋଇଥାଏ ଯେତେବେଳେ ଚନ୍ଦ୍ରମା, ସୂର୍ଯ୍ୟ ଓ ପୃଥିବୀ ଏପରି ଭାବେ ରହିଥାଆନ୍ତି ଯେଉଁ ସମୟରେ ସୂର୍ଯ୍ୟଙ୍କ ରଶ୍ମି ସମ୍ପୂର୍ଣ୍ଣ ଭାବେ ପୃଥିବୀ ପୃଷ୍ଠକୁ ନ ଆସି ଅଟକି ଯାଇଥାଏ। ଫଳରେ ଚାରିଆଡେ ଅନ୍ଧାର … Continue reading ୫୦ ବର୍ଷ ପରେ ଏହି ଦିନ ସବୁଠାରୁ ବଡ ସୂର୍ଯ୍ୟପରାଗ : କେଉଁ ରାଶି ପାଇଁ କେତେ ଶୁଭ..