୪୦୦ବର୍ଷ ପରେ ବିରଳ ସୂର୍ଯ୍ୟପରାଗ: କିଛି ଘଣ୍ଟାରେ ଅନ୍ଧାର ହେବ ଏହି ସବୁ ଦେଶ
ସମାଜ ଡିଜିଟାଲ ଡେସ୍କ: କିଛି ଘଣ୍ଟା ବ୍ୟବଧାନରେ ବିରଳ ସୂର୍ଯ୍ୟପରାଗ। ୪୦୦ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲବ ସଂଯୋଗ। ୫ଘଣ୍ଟା ୨୫ ମିନିଟ ଧରି ଚାଲିବ ସୂର୍ଯ୍ୟପରାଗ। ଏହି ମହାଜାଗତିକ ଦୃଶ୍ୟ ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ଏହାର ଆଖପାଖ ଅଂଚଳରେ ଆଶିଂକ ଦୃଶ୍ୟମାନ ହେବ। ଭାରତୀୟ ସମୟ ରାତି ୯ଟା ୧୨ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ତା ପରଦିନ ଭୋର ୨ଟା ୨୨ମିନିଟରେ ଶେଷ ହେବ। … Continue reading ୪୦୦ବର୍ଷ ପରେ ବିରଳ ସୂର୍ଯ୍ୟପରାଗ: କିଛି ଘଣ୍ଟାରେ ଅନ୍ଧାର ହେବ ଏହି ସବୁ ଦେଶ
Copy and paste this URL into your WordPress site to embed
Copy and paste this code into your site to embed