ବଢିଲା ଅଡୁଆ ; ଇଡି ଅଫିସ୍ରେ ସୁରେଶ ରାଇନା
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ର ଖେଳାଳି ସୁରେଶ ରାଇନାଙ୍କ ବଢିଲା ଅଡୁଆ । ଏକ ବେଟିଂ ଆପ୍ ପ୍ରଚାର ମାମଲାରେ ସୁରେଶ ରାଇନା ଏବେ ସମସ୍ୟାରେ ରହିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ୍ ପଠାଇବା ପରେ ଆଜି ରାଇନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ରାଇନାଙ୍କୁ ପଚରାଉଚରା ମଧ୍ୟ କରାଯାଇଛି । ଏହି ମାମଲାର ତଦନ୍ତ ଏବେ ଜାରି ରହିଛି । ସୁରେଶ ରାଇନାଙ୍କ ଉପରେ ବେଟିଂ ଆପ୍ 1xbet (୧ଏକ୍ସବେଟ୍)କୁ … Continue reading ବଢିଲା ଅଡୁଆ ; ଇଡି ଅଫିସ୍ରେ ସୁରେଶ ରାଇନା
Copy and paste this URL into your WordPress site to embed
Copy and paste this code into your site to embed