ବିଜେଡିର ବହୁ ନେତା କଂଗ୍ରେସ ସମ୍ପର୍କରେ ଅଛନ୍ତି-ସୁର

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ସମସ୍ତ ରାଜନୈତିକ ଦଳ ଆରୋପ ପ୍ରତ୍ୟାରୋପ ଲଗାଇଲେଣି। ଏହାରି ଭିତରେ ବୁଧବାର କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ବଜେଡିର ବହୁ ନେତା ମନ୍ତ୍ରୀ କଂଗ୍ରେସ ଦଳ ସହ ଯୋଗାଯୋଗରେ ଅଛନ୍ତି। ବ୍ୟକ୍ତିଗତ ଭାବେ ତାଙ୍କ ସହ କିଛି ବିଜେଡି ନେତା କଥାବାର୍ତ୍ତା କରିଛନ୍ତି। ବିଜେଡି ଦଳରେ ପ୍ରବଳ ଗୋଷ୍ଠୀ କନ୍ଦଳ ରହିଛି। ଏହି ନେତା ମାନେ ବିଜେଡିରେ ଟିକେଟ୍‌‌ … Continue reading ବିଜେଡିର ବହୁ ନେତା କଂଗ୍ରେସ ସମ୍ପର୍କରେ ଅଛନ୍ତି-ସୁର