ବେତନ ଅଭିଯୋଗ କଲେ ଚାକିରୀରୁ ବହିଷ୍କାର କରିପାରିବେନି କର୍ତ୍ତୃପକ୍ଷ – ସୁପ୍ରିମକୋର୍ଟ
ଡେସ୍କ: ବେତନ ଅଭିଯୋଗ ନେଇ ହାଇକୋର୍ଟ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସିଧାସଳଖ ଅଭିଯୋଗ ପଠାଇବା ଅଭିଯୋଗରେ ଚାକିରିରୁ ବହିଷ୍କୃତ ହୋଇଥିବା ଚତୁର୍ଥ ଶ୍ରେଣୀ ଅଦାଲତର ଜଣେ କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ନ୍ୟାୟ ପ୍ରଦାନ କରିଛନ୍ତି। https://samajalive.in/gulzar-and-jagadguru-rambhadracharya-to-be-honored-with-jnanpith-award-2023/536403.html ବିଚାରପତି ଜଷ୍ଟିସ ବିଆର୍ ଗାଭାଇ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେବଳ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପଠାଇବା କାରଣରୁ ଜଣେ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇପାରିବ ନାହିଁ। ଚତୁର୍ଥ … Continue reading ବେତନ ଅଭିଯୋଗ କଲେ ଚାକିରୀରୁ ବହିଷ୍କାର କରିପାରିବେନି କର୍ତ୍ତୃପକ୍ଷ – ସୁପ୍ରିମକୋର୍ଟ
Copy and paste this URL into your WordPress site to embed
Copy and paste this code into your site to embed