ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗଦର୍ଶିକା ଜାରି କଲେ ସୁପ୍ରିମକୋର୍ଟ

ଡେସ୍କ: ବାଲ୍ୟ ବିବାହ ନିଷେଧ ଆଇନକୁ ବ୍ୟକ୍ତିଗତ ଆଇନ ଦ୍ୱାରା ବନ୍ଦ କିମ୍ବା ପ୍ରତିରୋଧ କରାଯାଇପାରିବ ନାହିଁ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ପସନ୍ଦର ଜୀବନସାଥୀ ପାଇବାର ସ୍ୱାଧୀନ ଇଚ୍ଛାକୁ ଲ୍ଲଂଘନ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶରେ ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ ରୂପାୟନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। … Continue reading ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗଦର୍ଶିକା ଜାରି କଲେ ସୁପ୍ରିମକୋର୍ଟ