ସୁନୀତି ମୁଣ୍ଡଙ୍କୁ ପାର୍ଟି ଅଫିସରୁ ଧକ୍କା ମାରି ତଡ଼ିଲେ ମହିଳା କର୍ମୀ

ସମାଜ ଡିଜିଟାଲ ଡେସ୍କ: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିଜେପିର ଭୁବନେଶ୍ଵର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଧକ୍କା ମାରି ଦଳୀୟ କାର୍ଯ୍ୟାଳୟରୁ ତଡ଼ି ଦେଇଛନ୍ତି ବିଜେପି ମହିଳା କର୍ମୀ। ନିଲମ୍ବିତ ହେବା ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିବାକୁ ଆସିଥିବାବେଳେ ପାର୍ଟି ଅଫିସରେ ତାଙ୍କୁ ମହିଳା କର୍ମୀମାନେ ଧକ୍କା ଦେଇ ବାହାର କରିଦେଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ … Continue reading ସୁନୀତି ମୁଣ୍ଡଙ୍କୁ ପାର୍ଟି ଅଫିସରୁ ଧକ୍କା ମାରି ତଡ଼ିଲେ ମହିଳା କର୍ମୀ