ଦୀଘା ‘ଜଗନ୍ନାଥ ଧାମ’ ବିବାଦରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ ପ୍ରଧାନମନ୍ତ୍ରୀ: ସୁଦର୍ଶନ ପଟ୍ଟନାୟକ

ସମାଜ ଡିଜିଟାଲ ଡେସ୍କ: ଦୀଘା ‘ଜଗନ୍ନାଥ ଧାମ’ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘଟଣାରେ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ‘ଏକ୍ସ’ରେ ମଧ୍ୟ ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖରେ ‘ଜଗନ୍ନାଥ ଧାମ’ ଲେଖାଥିବା ଫଟୋ ଶେୟାର କରି ବିବାଦର ସମାଧାନ କରିବାକୁ​‌ ଲେଖିଛନ୍ତି ସୁଦର୍ଶନ। My humble request to the Hon’ble Prime Minister, Shri @narendramodi … Continue reading ଦୀଘା ‘ଜଗନ୍ନାଥ ଧାମ’ ବିବାଦରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ ପ୍ରଧାନମନ୍ତ୍ରୀ: ସୁଦର୍ଶନ ପଟ୍ଟନାୟକ