‘ସୁଭଦ୍ରା’କୁ ନେଇ ଆସିଲା ଖୁସି ଖବର ;ଜାଣନ୍ତୁ, କେମିତି ଖର୍ଚ୍ଚ କଲେ ମିଳିବ ଆଉ ୫୦୦ ଟଙ୍କା ବୋନସ୍‌- ଉପମୁଖ୍ୟମନ୍ତ୍ରୀ..

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନାରେ ମିଳିବ ୫୦୦ ଟଙ୍କାର ବୋନସ୍‌। ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି । ଆଜି ଗଣମାଧ୍ୟମକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପ୍ରଭାତୀ କହିଛନ୍ତି, ଯେଉଁ ମହିଳାମାନେ ସୁଭଦ୍ରା ଅର୍ଥ ରାଶିକୁ ଡିଜିଟାଲି ବ୍ୟୟ କରିବେ ସେମାନଙ୍କୁ ଏହି ବୋନସ୍‌ ମିଳିବ। ‘ସୁଭଦ୍ରା’ଯୋଜନାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିବା ପରେ ବ୍ୟାଙ୍କ ସାମ୍ନାରେ ଖୁବ୍‌ ଭିଡ ଦେଖିବାକୁ ମିଳିଛି । ଓଡିଶାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି କରି କହିଛନ୍ତି, ସୁଭଦ୍ରା ଯୋଜନାରେ … Continue reading ‘ସୁଭଦ୍ରା’କୁ ନେଇ ଆସିଲା ଖୁସି ଖବର ;ଜାଣନ୍ତୁ, କେମିତି ଖର୍ଚ୍ଚ କଲେ ମିଳିବ ଆଉ ୫୦୦ ଟଙ୍କା ବୋନସ୍‌- ଉପମୁଖ୍ୟମନ୍ତ୍ରୀ..