‘ସୁଭଦ୍ରା’କୁ ନେଇ ଆସିଲା ବଡ ଖବର; କେଉଁମାନଙ୍କୁ ମିଳିବନି, କେଉଁମାନେ ଜାନୁଆରୀ ଶେଷ ସୁଦ୍ଧା କରିବେ ଇ-କେୱାଇସି ଅପଡେଟ୍‌..

ଭୁବନେଶ୍ୱର : ‘ସୁଭଦ୍ରା’କୁ ନେଇ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏଯାବତ୍‌ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ‘ଅପଟ୍‌ ଆଉଟ୍‌ ହୋଇଥିବା ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି । ୩୧ ହଜାର ଅପଟ୍‌ ଆଉଟ୍‌ ହୋଇଥିଲେ, ୧୭ ହଜାର ମିଶିଛନ୍ତି । ବାକି ଥିବା ୧୪ ହଜାର ମହିଳା ଅପଟ୍‌ ଇନ୍‌ ନ କରିପାରନ୍ତି । ସେମାନେ ଆୟକର ବର୍ଗର … Continue reading ‘ସୁଭଦ୍ରା’କୁ ନେଇ ଆସିଲା ବଡ ଖବର; କେଉଁମାନଙ୍କୁ ମିଳିବନି, କେଉଁମାନେ ଜାନୁଆରୀ ଶେଷ ସୁଦ୍ଧା କରିବେ ଇ-କେୱାଇସି ଅପଡେଟ୍‌..