‘ସୁଭଦ୍ରା’କୁ ନେଇ ବଡ ଘୋଷଣା, ଏମାନଙ୍କୁ ବି ମିିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ‘ସୁଭଦ୍ରା’କୁ ନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା। ରାଜ୍ୟ ବାହାରେ ଯେଉଁ ମହିଳା ରହୁଛନ୍ତି, ସେମାନେ ଆବେଦନ କଲେ ସେମାନଙ୍କୁ ମଧ୍ୟ ଟଙ୍କା ମିଳିବ। ଜିଲାଭିତ୍ତିକ ସମୀକ୍ଷାକୁ ନେଇ ଏହି ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ବାହାରେ ଅନେକ ମହିଳା ରହିଛନ୍ତି। ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାଁନ୍ତି। ସେମାନଙ୍କୁ ଅନୁରୋଧ … Continue reading ‘ସୁଭଦ୍ରା’କୁ ନେଇ ବଡ ଘୋଷଣା, ଏମାନଙ୍କୁ ବି ମିିଳିବ ସୁଭଦ୍ରା ଟଙ୍କା