ସେଲଫି ପାଇଁ ଗଲା ଛାତ୍ରୀଙ୍କ ଜୀବନ

କେନ୍ଦୁଝର: ସେଲଫି ହେଲା କାଳ, ଟ୍ରେନରୁ ଖସିପଡ଼ି ଛାତ୍ରୀ ମୃତ। ଟାଙ୍ଗିରିଆପାଳ-ଶଗଡ଼଼ପଟା ଷ୍ଟେସନ ମଝିରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁରୀ-ବଡ଼ବିଲ ଏକ୍ସପ୍ରେସ ଟ୍ରେନରେ ଘରକୁ ଫେରୁଥିଲେ ଛାତ୍ରୀ। ଟ୍ରେନରେ ସାଙ୍ଗମାନଙ୍କ ସହ ସେଲଫି ନେବାବେଳେ ଛାତ୍ରୀ ଜଣଙ୍କ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଛାତ୍ରୀଙ୍କ ଘର ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁରେ ବୋଲି ଜଣାପଡ଼ିଛି। ଛାତ୍ରୀ ଜଣକ ଭୁବନେଶ୍ୱର ଏକ ଘରୋଇ କଲେଜରେ ପଢୁଥିଲେ ବୋଲି ସୂଚନା ମିଳିଛି।

kalyan agarbati

Comments are closed.