ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ  ମୂଷାଖୋରୀ ପଞ୍ଚାୟତର ମୂଷାନାଳୀ ଗ୍ରାମର ସରକାରୀ ଗୋଚର ଜମିରେ ପୂର୍ଣ୍ଣ ମହାନ୍ତ ନାମକ ଜଣେ ବ୍ୟକ୍ତି ବେଆଇନ  ଭାବେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ  କରୁଥିବାରୁ ଏହାର ଉଚ୍ଛେଦ ଦାବିରେ ମଙ୍ଗଳବାର ଗ୍ରାମର ବହୁ ମହିଳା ଓ ପୁରୁଷ  ପାଟଣା  ତହସିଲ  ସମ୍ମୁଖରେ  ଧାରଣା ଦେଇଥିଲେ। ସୂଚନା ଯେ ଉକ୍ତ ଜମିରେ ଗ୍ରାମର ମହାନ୍ତ ସମ୍ପ୍ରଦାୟରେ ଲୋକମାନେ ଦୀର୍ଘ ଦିନରୁ କାଳୀ ପୂଜାର ଗୋଠାନ ପୂଜା କରି ଆସୁଥିଲେ। ଉକ୍ତ … Continue reading ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା